ଠାଆ ବଢ଼ିବା Ṭhā-ā-baṟḍ̠ẖibā

  • ଦେ. ବି (ରାଜାମାନଙ୍କ ପ୍ରତି ପ୍ରଯୁଜ୍ୟ) — ଭୋଜନରସମାପ୍ତି — Finish of one's meal
  • ଦେ. ବି (ରାଜାମାନଙ୍କ ପ୍ରତି ପ୍ରଯୁଜ୍ୟ) — (ଯଥା—ନିତି 11 ଟା ବେଳେ ଛାମୁଙ୍କ ଠାଆ ବଢ଼େ।) — (ଯଥା—ନିତି11ଟା ବେଳେ ଛାମୁଙ୍କ ଠାଆ ବଢ଼େ)