ଠାଆ ପୀଢ଼ା Ṭhā-ā pīṟḍ̠ẖā

  • ଦେ. ବି (ସଂ. ସ୍ଥାନ ଓ ପୀଠ) — ଭୋଜନ ସ୍ଥାନରେ ମୁରୁଜ ଦେଇ ଓ ପୀଢ଼ା ପକାଇ ଭୋଜନସ୍ଥାନ ପ୍ରସ୍ତୁତ କରିବା — Setting the place for meal in order; making a place ready for occupation of the diner
  • ଦେ. ବି (ସଂ. ସ୍ଥାନ ଓ ପୀଠ) — ଠାଆ ପୀଢ଼ା କରି କୃଷ୍ଣଙ୍କୁ ଘେନି ଗଲେ, ତଦଅନ୍ତରେ ଘରୁ ବଢ଼ାବଢ଼ି କଲେ। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।
  • ଦେ. ବି (ସଂ. ସ୍ଥାନ ଓ ପୀଠ) — ଭୋଜନକ୍ରିୟା — The act of eating