ଠରାଠରି Ṭharāṭhari
- ଦେ. ବି — ପରସ୍ପର ସଙ୍କେତ ଦ୍ୱାରା ମନୋଗତ ଭାବର ଆଦାନପ୍ରଦାନ; ଠାରଠୁର — Mutual exchange of significant glances and signs; reciprocal nodding and gestures
- ଦେ. ବି — ଆମ୍ଭଙ୍କୁ ନ କହିଣ ଠରାଠରି ହୋଇଣ ଅଗମ୍ୟ ବନରେ ପଶିଲେ ଗୋ। ବିଶ୍ୱନାଥ. ବିଚିତ୍ର ରାମାୟଣ।
- ବିଣ — ପରସ୍ପର ମଧ୍ୟରେ ଠାର ଦ୍ୱାରା ମନୋଗତଭାବ ପ୍ରକାଶ କରୁଥିବା (ବ୍ଯକ୍ତିଗଣ) — Exchanging thoughts with each other by glances and signs