ଠବର୍ତ୍ତୁଳ Ṭhabarttuḻa

  • ଦେ. ବିଣ — ଠ ପରି ଗୋଲାକାର; ସମ୍ପୂର୍ଣ୍ଣ ଗୋଲ — Completely circular; all round
  • ଦେ. ବିଣ — ଠିକ ଠବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଠ ଗୀତ।