ଠଣା ମାରିବା

  • ଦେ. କ୍ରି — ଠଣା ଠୁକିବା; ଟାକର ମାରିବା; ଆଙ୍ଗୁଠିକୁ ମୁଠା କରି ଆଙ୍ଗୁଠିର ଗୋବାଦ୍ୱାର କୌଣସି ବ୍ଯକ୍ତିକୁ ଆଘାତ କରିବା।
  • ଦେ. କ୍ରି — କାନ୍ଥରେ ଥିବା ଠଣାକୁ ବୁଜି ଦେବା।