ଟ୍ରେସ୍ପାସର୍ Ṭrespasar

  • ବୈଦେ. ବି. (ଇଂ. ଟ୍ରେସ୍ସପାସ୍ସର୍) (କଚରିଆ ଶବ୍ଦ) — ପରର ସ୍ଥାନ ବା ଗୃହରେ ଅନଧିକାର ପ୍ରବେଶକାରୀ — Tresspaser