ଟ୍ରେସିଙ୍ଗ୍ ପେପର୍ Ṭresiṅg pepar

  • ବୈଦେ. ବି. (ଇଂ) — ଯେଉଁ ମହମଜାମା ସ୍ୱଚ୍ଛ କାଗଜ ଦ୍ୱାରା ଅନ୍ୟକାଗଜରେ ଥିବା ଚିତ୍ର ଆଦିକୁ ଅବିକଳ ଉତାରି ନିଆଯାଇ ପାରେ — Tracing paper
  • ବୈଦେ. ବି. (ଇଂ) — [ଦ୍ର—ଏହି ଟ୍ରେସିଙ୍ଗ୍ ପେପର ବା ଟ୍ରେସିଙ୍ଗ୍ କ୍ଲଥରେ ମହମ ମଡ଼ା ହୋଇଥିବାରୁ ଏହା ସ୍ୱଚ୍ଛ ଅଟେ; ଏଥିପାଇଁ ଏହା ତଳେ କୌଣସି ଚିତ୍ରାଙ୍କିତ ବା ଲେଖା ହୋଇଥିବା କାଗଜ ରଖିଲେ ତଳ କାଗଜର ଚିତ୍ର ବା ଲେଖା ଫୁଟି କରି ଉପରକୁ ଦେଖାଯାଏ ଓ ସେହି ଲେଖାମାନଙ୍କୁ ନଜର କରି ପେନ୍ସିଲ ବା କଲମରେ ଚିତ୍ର ଆଦି ଟ୍ରେସିଙ୍ଗ୍ ପେପର ବା ଟ୍ରେସିଙ୍ଗକ୍ଲଥରେ ଅବିକଳ ଉତୁରାଯାଏ।]