ଟ୍ରେନିଙ୍ଗ୍ Ṭreniṅg

  • ବୈଦେ. ବି. (ଇଂ) — କୌଣସି ବିଷୟରେ ଯୋଗ୍ୟ ହେବା ନିମନ୍ତେ ପାଇବା ଶିକ୍ଷା — Training
  • ବୈଦେ. ବି. (ଇଂ) — [ଦ୍ର—ଏହି ଇଂରେଜ ଶବ୍ଦ ସଙ୍ଗେ କ୍ଲାସ, ସ୍କୁଲ, କଲେଜ ଆଦି ଶବ୍ଦ ଓ ପୂର୍ବରେ ଗୁରୁ, ପଣ୍ଡିତ, ଏଗ୍ରିକଲଚର, ଫରେଷ୍ଟ, କନିଷ୍ଟବଲ, ପୁଲିସ ଆଦି ଶବ୍ଦ ଲାଗେ।]