ଟ୍ରେଡ୍ ଉଇଣ୍ଡ Ṭreḍ uiṇḍ

  • ବୈଦେ. ବି. (ଇଂ) — ଉତ୍ତର ମେରୁ ଆଡ଼ୁ ବିଷୁବ ରେଖା ଆଡ଼କୁ ବହିବା ପବନ; ବାଣିଜ୍ୟ ବାୟୁ — Trade-wind
  • ବୈଦେ. ବି. (ଇଂ) — [ଦ୍ର—ଏହି ବାୟୁ ଦ୍ୱାରା ବାଣିଜ୍ୟ ପୋତମାନଙ୍କ ଗତିରେ ସୁବିଧା ହେବାରୁ ଏହି ନାମକରଣ ହୋଇଅଛି।]