ଟୋଡ଼ରମଲ୍ଲ Ṭoṟḍ̠aramalla

  • ଦେ. ବି. (ନାମ) — ମୋଗଲ ସମ୍ରାଟ ଆକବରଙ୍କ ଜନୈକ ପ୍ରଧାନ ହିନ୍ଦୁ ସେନାପତି — A great general of the Moghal emperor, Akbar
  • ଦେ. ବି. (ନାମ) — [ଦ୍ର— ଏ ବଡ଼ ରାଜନୀତୀ କୁଶଳ ଥିଲେ; ଏ ଆକବରଙ୍କ ରାଜସ୍ୱ— ସଚିବ ଥାଇ ଓଡିଶାର ରାଜସ୍ୱ ବନ୍ଦୋବସ୍ତ କରାଇଥିଲେ। ଏହାଙ୍କ ପ୍ରଚଳିତ କଡ଼ି ଜରୀବ ଆଦି ଆଜିକାଲି ମଧ୍ୟ ଓଡିଶାରେ ଚଳୁଅଛି।]