ଟୋଲେଇବା Ṭeleibā

  • ଦେ. କ୍ରି — (ସକର୍ମକ) କୌଣସି ପାତ୍ରକୁ ଟୋଲା କରିବା — To dent a pot
  • ଦେ. କ୍ରି — (ଅକର୍ମକ) (କୌଣସି ପାତ୍ର) ଟୋଲା ହୋଇଯିବା; ଟୋଲେଇ ଯିବା — (a pot) To become dented
  • ଦେ. କ୍ରି — (ବଥ) ପାଚି ପୂଯ ପୂର୍ଣ୍ଣ ହୋଇ ଫୁଲିବା — (a boil) To be ripe and suppurated