ଟୋପିଦାର୍ Ṭopidār
- ଦେ. ବିଣ — ଯେଉଁ ବନ୍ଧୁକର ନଳୀର ମୂଳରେ ଥିବା ଛିଦ୍ର ଉପରେ ଟୋପି ଖଞ୍ଜାଯାଇ ସେ ଟୋପି ଉପରେ ଘୋଡ଼ାର ଆଘାତହେଲେ ନଳୀମଧ୍ୟସ୍ଥ ବାରୁଦରେ ନିଆଁ ଲାଗି ବନ୍ଧୁକ ଫଏର ହୁଏ — (a gun) Fired with percussion caps; flint- lock; hammer-gun
- ଦେ. ବିଣ — [ଦ୍ର—ଯେଉଁ ବନ୍ଧୁକରେ ରଞ୍ଜକଦ୍ୱାରା ନିଆଁ ଲଗାଇ ଫଏର କରିବାକୁ ହୁଏ ତାକୁ ତୋଡ଼ାଦାର୍ ବନ୍ଧୁକ ବୋଲାଯାଏ।]