ଟୋଟଲ୍ Ṭoṭal

  • ବୈଦେ. ବି (ଇଂ. ଟୋଟାଲ୍) — ଏକାଧିକ ସଂଖ୍ୟାର ସମଷ୍ଟି — Total; sum total of more than one number
  • ବୈଦେ. ବି (ଇଂ. ଟୋଟାଲ୍) — ଏକାଧିକ ସଂଖ୍ୟାକୁ ମିଶାଇବା; ମିଶାଣ — Addition of more than one number