ଟୋକେଇ କୁଣ୍ଢେଇ ଫୁଲ Ṭokei kuṇḍhei phula

  • ଦେ. ବି. (ସଂ. ସ୍ତୋକ ଓ କୁଟଜ) — ବନ୍ୟ ପୁଷ୍ପବିଶେଷ; କୁଟଜଫୁଲ — A kind of wild flower
  • ଦେ. ବି. (ସଂ. ସ୍ତୋକ ଓ କୁଟଜ) — [ଦ୍ର— ଏ ଫୁଲର ଗଛ ଲଟାଳିଆ; ପତ୍ର ତ୍ରିକୋଣାକାର; ଫୁଲ ସରୁ ଓ ଏକ ଇଞ୍ଚ ଲମ୍ବ ଏବଂ ପେନ୍ଥା ପେନ୍ଥା ହେଇ ଫୁଟେ। ଲୋକେ ଏ ଫୁଲରେ ଲୁଣ ମସଲା ଓ ବେସର ଆଦି ଦେଇ ଏହାକୁ ପତ୍ରପୋଡ଼ା ଓ ଭଜା କରି ଖାଆନ୍ତି।