ଟେଳା ଭାଙ୍ଗିବା Ṭeḻā bhāṅgibā

  • ଦେ. କ୍ରି. — କୌଣସି ଜମିରେ ଥିବା ଟେଳାଗୁଡ଼ିକୁ ହାତୁଡ଼ି ଦ୍ୱାରା ପିଟି ବା ମଇ ଦେଇ ଗୁଣ୍ଡା କରିବା — To disintigrate the clods of a ploughed field by hammering them into powder or by drawing a ladder over them
  • ଦେ. କ୍ରି. — [ଦ୍ର—ପ୍ରଥମେ ଶୁଖିଲା ଜମିରେ ହଳ ବୁଲାଇଲେ ମାଟି ଟେଳା— ଟେଳା ହୋଇଯାଏ। ପରେ ତାହା ଉପରେ ମଇ ଦେଲେ ସେ ଟେଳାଗୁଡ଼ାକ ଭାଙ୍ଗିଯାଇ ମାଟି ଚୂନା ହୋଇଯାଏ ଏବଂ ବିଲ ବିହନ ବୁଣିବାର ଉପଯୋଗୀ ହୁଏ।]