ଟେଲିଗ୍ରାଫ୍ Ṭeligrāph

  • ବୈଦେ. ବି. (ଇଂ; ଟେଲେଗ୍ରାଫ୍; ଗ୍ରୀକ୍. ଟେଲି=ଦୂର+ ଗ୍ରାଫୋ=ଲେଖିବା) — ବିଦ୍ୟୁତ୍ ସାହାଯ୍ୟରେ ତାର ଦ୍ୱାରା ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଲଖିତ ସଂବାଦ ପ୍ରେରଣ କରିବାର ପ୍ରକ୍ରିୟା — Telegraph
  • ବୈଦେ. ବି. (ଇଂ; ଟେଲେଗ୍ରାଫ୍; ଗ୍ରୀକ୍. ଟେଲି=ଦୂର+ ଗ୍ରାଫୋ=ଲେଖିବା) — ତାର ଦ୍ୱାରା ଲିଖିତ ପ୍ରେରିତ ସଂବାଦ; ତାର ଖବର — Telegraph; telegraphic message
  • ବୈଦେ. ବି. (ଇଂ; ଟେଲେଗ୍ରାଫ୍; ଗ୍ରୀକ୍. ଟେଲି=ଦୂର+ ଗ୍ରାଫୋ=ଲେଖିବା) — [ଦ୍ର—ଇଂରାଜିରେ ଟେଲିଗ୍ରାଫର ଅର୍ଥ ବୈଦ୍ୟୁତିକ ଉପାୟରେ ତାର ଦ୍ୱାରା ସମ୍ବାଦପ୍ରେରଣ କ୍ରିୟା ଓ 'ଟେଲିଗ୍ରାମ'ର ଅର୍ଥ ତାର ଦ୍ୱାରା ପ୍ରେରିତ ସମ୍ବାଦର ଲିପି, ମାତ୍ର ଓଡ଼ିଆରେ ଏ ଦୁଇ ଶବ୍ଦର ବ୍ଯବହାରରେ ପ୍ରଭେଦ ରକ୍ଷା କରାଯାଏ ନାହିଁ।]