ଟେନିବାଡ଼ି Ṭeni-bāṟḍ̠i

  • ପ୍ରାଦେ. (ସମ୍ବଲପୁର) ବି — ପୋଷା ଗୋବରା ଚଢ଼େଇଙ୍କୁ ବସାଇବା ପାଇଁ ଭୂମିରେ ପୋତାଯିବା ଯୁକ୍ତଚିହ୍ନ ସଦୃଶ ଯଷ୍ଟିବିଶେଷ — A crossed stick used as a perch for domesticated Gobarā birds