ଟେଙ୍ଗ୍ନା Ṭeṅg-nā
- ପ୍ରାଦେ (ଗଡ଼ଜାତ ଓ ସମ୍ବଲପୁର ତୁଳ. ଏହି ଶବ୍ଦ)—ବି — କଣ୍ଟିଆ ମାଛ — A kind of fish with two sharp spikes on the sides and one on the neck
- ପ୍ରାଦେ (ଗଡ଼ଜାତ ଓ ସମ୍ବଲପୁର ତୁଳ. ଏହି ଶବ୍ଦ)—ବି — ମାଗୁରମାଛର ମୁଣ୍ଡ ଚେପଟା, ଟେଙ୍ଗ୍ନା ମାଛର କଣ୍ଟା, ଆମ ସୁରୁ ନୂନୀ ସପୂରୁ ଅଣ୍ଟା ଘେନି ଦେବି କୋଷା ମଠା। ଢଗ