ଟେକାପାଣି Ṭekā pāṇi
- ଦେ. ବି. — କୂପରୁ ଉତ୍ତୋଳିତ ଜଳ, କୂଅପାଣି — Water lifted from the well; well-water
- ଦେ. ବି. — (ଯଥା—ନଈରେ ଗାଧୋଇବା ମୋର ଅଭ୍ୟାସ ଥିଲା; ଏଥିଯୋଗୁଁ ଟେକାପାଣି ମୋ ଦେହରେ ଚଳୁ ନାହିଁ।
- ଦେ. ବି. — ଉଚ୍ଚଶ୍ରେଣୀୟ ବ୍ଯକ୍ତି ଜଳପାତ୍ର ଟେକି ଧରି ଅସ୍ପୃଶ୍ୟ ଲୋକର ଆଞ୍ଜୁଳାକୁ ଯେଉଁ ପାଣି ଗଡ଼ାଇଦିଏ। — Water given to an untouchable person to drink with his folded hands, by a person holding the water-pot on high and causing the water to flow down and fall into the former's palm, without the former's hand touching the latter's
- ଦେ. ବି. — ମାତୃସ୍ତନ୍ଯର ଅଭାବବଶତଃ ସ୍ତନ୍ଯପାୟୀ ଶିଶୁମାନଙ୍କ ନିମନ୍ତେ ବ୍ଯବହୃତ ଗାଈ ଦୁଧ — Cow's milk produced for children owing to the want of mother's milk
- ଦେ. ବି. — (ଯଥା—ଟେକା ପାଣିରେ ମାଆଛେଉଣ୍ଡ ଜଗବନ୍ଧୁର ଜୀବନ ରହିଛି।)