ଟେକାଟେକି Ṭekā-ṭeki
- ଦେ. ବି. — ଧରାଧରି — Holding a thing up
- ଦେ. ବି. — ଉପରକୁ ଉଠାଇବା — Lifting up; raising up
- ଦେ. ବି. — ପରସ୍ପରର ପ୍ରଶଂସା — Mutual admiration or aggrandisement
- ଦେ. ବି. — ଚାଟୁ; ତୋଷାମୋଦ — Flattery
- ଦେ. ବି. — ଟେକାଟେକି ମୋତେ କରି ନାନାମତେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଟ ଗୀତ।
- ଦେ. ବି. — ଅତ୍ମପ୍ରଶଂସା — Self-adulation; self-aggrandisement
- ଦେ. ବି. — ଆପଣାକୁ ଯେ ଟେକାଟେକି କରଇ ଗୁରୁ ରଜା ଆଗରେ ଯେ ମିଛ କହଇ। କୃଷ୍ଣସିଂହ. ମହାଭାରତ ଉଦୋଗ।