ଟେକା ମାରିବା Ṭekā māribā

  • ଦେ. କ୍ରି — ଦୂରସ୍ଥିତ କୌଣସି ଜୀବ ବା ବସ୍ତୁକୁ ଲକ୍ଷ କରି ଟେକାକୁ ଜୋର୍ରେ ଫିଙ୍ଗିବା — To pelt at a thing or animal from some distance
  • ଦେ. କ୍ରି — [ଟେକା ପକା(କେ)ଇବା, ଟେକା ଛାଟିବା, ଟେକା ଫିଙ୍ଗିବା, ଟେକା ଫୋପାଡ଼ା(ଡ଼େ)ଇବା, ଟେକା ଫୋପାଡ଼ିବା—ଅନ୍ୟରୂପ)