ଟେକା ଫାନ୍ଦ Ṭekā phānda

  • ଦେ. ବି — ଏକପ୍ରକାର ଫାଶ; ଦଉଡ଼ିରେ ପକାଇବା ଏକ ପ୍ରକାର ଗଣ୍ଠି — A running knot of a rope; slip-knot
  • ଦେ. ବି — ପଶୁ ପକ୍ଷୀ ଧରିବାର ଏକ ପ୍ରକାର ଫାନ୍ଦ — A kind of snare or noose
  • ଦେ. ବି — ଜାଲ ଚୋପକ ନଳ କାଣ୍ଡ ଆବର ଧରି ଟେକାଫାନ୍ଦ। ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ।