ଟୁକୁମୂଷା Ṭuku-mūshā

  • ଦେ. ବି. (ଶିଶୁରଞ୍ଜନ) (ସଂ. ସ୍ତୋକ+ମୂଷିକ) — ଟୁଙ୍ଗେଇ ମୂଷାର ସ୍ନେହ ସଂବୋଧନ — (a nursery word) An endearing term applied to the common house-mouse
  • ଦେ. ବି. (ଶିଶୁରଞ୍ଜନ) (ସଂ. ସ୍ତୋକ+ମୂଷିକ) — ଟୁକୁମୂଷୀ ଲୋ ଟୁକୁମୂଷୀ! ଧାନ ଭରଣକ ଖାଉଥା ବସି, ତୁ ଥାଆ ମୁଁ ଯାଉଛି ରୁଷି। ଶିଶୁ ଗୀତ।