ଟୁକ ଚଳିବା Ṭuka chaḻibā

  • ଦେ. ବି — ଭୋଜନକ୍ରିୟାର ସମାଧନ — The accomplishment of one's meal
  • ଦେ. ବି — (ଯଥା—ମୁଁ ରୋଜଗାର ନ କଲେ ପରିବାରର ସମସ୍ତଙ୍କର ଟୁକ ଚଳିବ କାହୁଁ।)