ଟୁଇଁବା Ṭuiñbā

  • ଦେ. କ୍ରି (ସଂ. ତିଜ ଧାତୁ) — ବଥ ବା ଫୋଟକାକୁ ଫୋଡ଼ିବା — To lance a boil or blister
  • ପ୍ରାଦେ. (ସମ୍ବଲପୁର) କ୍ରି — ଆଖିରେ ଆଙ୍ଗୁଠି ଗେଞ୍ଜିବା — To poke a person's eye with the finger