ଟୁଇଲ୍ Ṭuil

  • ବୈଦେ. ବି (ଇଁ. ଟ୍ୱିଲ୍ଲ୍) — ଏକଜାତୀୟ ମୋଟା ଓ ଚିକ୍କଣ ସୂତା ଲୁଗା — Twill
  • ବୈଦେ. ବି (ଇଁ. ଟ୍ୱିଲ୍ଲ୍) — [ଦ୍ର—ଏ ଲୁଗାର ବୁଣା ଏପରି ଯେ ଏଥିରେ ତେରଛା ରେଖାମାନ ପଡ଼ିଲା ପରି ଦେଖାଯାଏ।]