ଟିର୍କେଇବା Ṭir-keibā

  • ଦେ. କ୍ରି — ଆଗରୁ ସାବଧାନ କରାଇ ହୁରୁଡ଼ାଇ ଦେବା; ଟରକୋଇବା — To scare away by cautioning beforehand
  • ଦେ. କ୍ରି — ଗୋପନରେ ଉତ୍ତେଜିତ କରିବା; ଟିଆଇବା; ମତାଇବା — To instigate a person by giving secret advice; to seretly incite a person