ଟିରିକି ନାଚିବା Ṭiriki nāchibā

  • ଦେ. ବି — ଗୁହ୍ୟ ଦ୍ୱାରର ଯନ୍ତ୍ରଣା ଯୋଗୁଁ ଛଟପଟ ହେବା — Becoming restless in agony on account of pain in the anus
  • ଦେ. ବି — ବୁଢ଼ା ମାକଡ଼ ରେ ବୁଢ଼ା ମାକଡ଼! ମୋ ବରକୋଳି ପାଚିଲା। ପୋଡ଼ିଯାଉ ତୋ ବରକୋଳି ମୋ ଟିରିକି ନାଚିଲା। ବୁଢ଼ାମାକଡ଼ କାହାଣୀ।