ଟିରିକି ନଚାଇବା Ṭiriki nachāibā

  • ଦେ. କ୍ରି — ନିଷ୍କର୍ମା ବା ଉଦ୍ଦେଶ୍ୟବିହୀନ ହୋଇ ବୃଥାରେ ଏକ ସ୍ଥାନରୁ ଅନ୍ଯ ସ୍ଥାନରୁ ଯାଇ, ବସିବସି, ବା ବୁଲିଚାଲି ସମୟ ନଷ୍ଟ କରିବା — To loaf; to lounge aimlessly