ଟିମାଇବା Ṭimāibā

  • ଦେ. କ୍ରି (ତୁଳ. ଇଂ. ଟିମ୍ପାନୀ=ପେଟ ଫୁଲାଇବା) — ପୂର୍ଣ୍ଣ ପାନଭୋଜନ ବା ବାୟୁଦୋଷ ଯୋଗୁଁ (ପେଟ) ଢୋଲ ଭଳି ଫୁଲିବା — To swell like a drum (said of the belly after a full meal or drink)