ଟିପେଇ ହେବା Ṭipei hebā

  • ପ୍ରାଦେ. (ସମ୍ବଲପୁର) କ୍ରି — ଟିକା ଘେନିବା — To be vaccinated or inoculated
  • ପ୍ରାଦେ. (ସମ୍ବଲପୁର) କ୍ରି — କୌଣସି ବ୍ଯକ୍ତିଦ୍ୱାରା ନିଜର ଗୋଡ଼ହାତ ମୋଡ଼ାଇ ହେବା — To have one's limbs massaged by another