ଟିପମାରିବା Ṭipa māribā

  • ଦେ. କ୍ରି. — ଟିପ ଦେବା ( 1 — 4 ) (ଦେଖ) — ଟିପ ଦେବା (—4) (ଦେଖ). Ṭipa debā (-4) (See)
  • ଦେ. କ୍ରି. — ତାସ୍ ବା ଗଞ୍ଜପା ଖେଳରେ ବଡ଼ ବା ହୁକୁମ ସାର ପକାଇ ଛୋଟ ସାରକୁ ଜିତି କରି ନେବା — To play with a card of higher value by throwing it a against a card of lower value
  • ଦେ. କ୍ରି. — ଫଳ ଆଦି କୌଣସି ବସ୍ତୁକୁ ପରୀକ୍ଷା କରିବା ନିମନ୍ତେ ଟିପ ବା ଆଙ୍ଗୁଠିର ଅଗଦ୍ୱାରା ତାହାକୁ ଟିପି ଦେବା — To press with the tip one's finger a thing to see if it is soft or ripe