ଟିପଣା ମିଳିବା Ṭipaṇā miḻibā

  • ଦେ. ବି. — ଜାତକ ସୁଝିବା; ବିବାହ ମେଳକ ଘଟିବା; ବରକନ୍ୟା ପ୍ରସଙ୍ଗରେ ପ୍ରସ୍ତାବିତ ପରପାତ୍ର ଓ କନ୍ୟାପାତ୍ରଙ୍କର ଜାତକ ପରସ୍ପର ପ୍ରତି ଅନୁକୂଳ ଥିବା — Favourable tallying of 2 horoscopes (of the bride and the bridegroom elect)with each other