ଟିପ ମାରିବା

  • ଦେ. କ୍ରି — ଆଙ୍ଗୁଠିର ଅଗରେ କୌଣସି ବସ୍ତୁକୁ ଧୀରଭାବରେ ଆଘାତ କରିବା ବା ଚିପିବା।
  • ଦେ. କ୍ରି — ଆଙ୍ଗୁଠିର ଅଗରେ କୌଣସି ବ୍ଯକ୍ତିର ଅଙ୍ଗକୁ ସ୍ପର୍ଶ କରି କୌଣସି ସଙ୍କେତ ଦେବା।