ଟିପ ବସାଇବା Ṭipa basāibā

  • ଦେ. କ୍ରି. — ଦଲିଲରେ ନିଜର ଟିପଚିହ୍ନ ଦେବା — To imprint one's finger impression on a document
  • ଦେ. କ୍ରି. — କୌଣସି ନରମ ପଦାର୍ଥ ଉପରେ ଟିପକୁ ମାଡ଼ି ତହିଁରେ ଆପଣାର ଆଙ୍ଗୁଠିର ଟିପଚିହ୍ନକୁ ଅଙ୍କିତ କରିଦେବା — To impress the marks of one's finger-tips on the body of a soft thing