ଟିପ ଛୁଆଁଇବା Ṭipa-chhuāñibā

  • ଦେ.କ୍ରି. — କୌଣସି ଦଲିଲର ଲେଖକ ଅଶିକ୍ଷିତ ଦଲିଲସଂପାଦନକାରୀର ସନ୍ତକ ଲେଖିବାପୂର୍ବରୁ କଲମକୁ ଉକ୍ତ ବ୍ଯକ୍ତିର ଟିପ ଦ୍ୱାରା ସ୍ପର୍ଶ କରାଇବା — (the scribe of a document) To get the pen touched by the fingers of an illiterate executant
  • ଦେ.କ୍ରି. — ଟିପ ଦେବା 1 — 4 (ଦେଖ) — ଟିପ ଦେବା1—4(ଦେଖ). Ṭipa debā 1-4 (See)