ଟିଣ୍ଟିଣ୍ Ṭiṇ-ṭiṇ

  • ଦେ. ଅ. (ଧନ୍ୟନୁକରଣ) — ଘଣ୍ଟି ଆଦି ବାଜିବାର ଶଦ୍ଦ — Tinkle of bell etc
  • ଦେ. ଅ. (ଧନ୍ୟନୁକରଣ) — [ଦ୍ର—'ଟଣ୍ଟଣ୍' ଠାରୁ 'ଟିଣ୍ଟିଣ୍' ଏବଂ ଟିଣ୍ଟିଣ୍ ଠାରୁ 'ଟୁଣ୍ଟୁଣ୍' ମୃଦୁତର।]