ଟିଙ୍ଗେଇବା Ṭiṅgeibā

  • ଦେ. କ୍ରି. (ସଂ. ତୁଙ୍ଗ) — (ଲିଙ୍ଗ) ଉଦ୍ରିକ୍ତ ହେବା — To become turgid or erect (said of the male organ when irritated)
  • ଦେ. କ୍ରି. (ସଂ. ତୁଙ୍ଗ) — ଶଗଡ଼ର ଏକ ମୁଣ୍ଡକୁ ମାଡ଼ିବସି ଅନ୍ଯ ପାଖ ଉପରକୁ ଉଠାଇବା — To raise one end of a thing by holding to other end (as of a cart)
  • ଦେ. କ୍ରି. (ସଂ. ତୁଙ୍ଗ) — ଟଙ୍ଗ ହେବା; ଢିପିଢିପେଇବା — To bob