ଟିଙ୍ଗିଶୂଳା Ṭiṅgi-ṡūḻā

  • ଦେ. ବିଣ — ଚିଡ଼ଲ; ଯେ ସାମାନ୍ୟ କଥାରେ ରାଗି ଉଠେ — Surly; ill-natured & rude; irascible by nature; peevish
  • ଦେ. ବିଣ — ଯେଉଁ କଥାରେ ଲୋକ ହଠାତ୍ ଚିଡ଼ି ଉଠେ — Irritating