ଟିଙ୍କ Ṭiṅka
- ଦେ. ବି. (ସଂ. ଅଷ୍ଟପଦୀ; ତୁଳ. ଇଂ. ଟିକ୍) — ପଶୁଙ୍କ ଦେହରେ ଲାଗି ରହି ରକ୍ତ ଶୋଷିବା ଅଷ୍ଟପଦୀ କୀଟବିଶେଷ — Tick; a parasistic insect sucking blood from beasts; the Persian tick; Argas Persicus
- ଦେ. ବି. (ସଂ. ଅଷ୍ଟପଦୀ; ତୁଳ. ଇଂ. ଟିକ୍) — [ଦ୍ର—ଏମାନେ ପଶୁଙ୍କ ଚମକୁ କାମୁଡ଼ି କରି ଲାଗି ଥାଆନ୍ତି; ଏମାନଙ୍କ ମୁହଁରେ ଗୋଟିଏ ରକ୍ତ ଶୋଷକ ନଳ ଅଛି। ପଶୁଙ୍କ ଦେହରୁ ରକ୍ତ ଶୋଷି ଏମାନଙ୍କ ଦେହ ରକ୍ତରେ ଫୁଲିଯାଏ ଏବଂ ଗୋଡ଼ଯାକ ଅତି ସାନ ଦେଖାଯାଏ। ଟିଙ୍କ ଅନେକ ପ୍ରକାର ଦେଖାଯାଆନ୍ତି; ଯଥା— 1 . ଘାଗୁଡ଼ିଆ=ବଡ଼ ଓ ଚେପ୍ଟା, 2 . ପଥୁରିଆ=ପଥର ପରି ଟାଣୁଆ, ଖୁବ୍ ପତଳା ଓ ଚେପ୍ଟା, 3 . ଜଉଟିଙ୍କ=କଳାଜିରା ପରି ସାନ, ମେଞ୍ଚା ମେଞ୍ଚା ହୋଇ ପଶୁଙ୍କ ଦେହରେ ଲାଗନ୍ତି, 4 . ମଣ୍ଡାଟିଙ୍କ=ବଡ଼ ଓ ନରମା 5 . ପୁଡ଼ାଟିଙ୍କ=ଏମାନେ ସରୁ ସରୁ।] — [ଦ୍ର—ଏମାନେ ପଶୁଙ୍କ ଚମକୁ କାମୁଡ଼ି କରି ଲାଗି ଥାଆନ୍ତି; ଏମାନଙ୍କ ମୁହଁରେ ଗୋଟିଏ ରକ୍ତ ଶୋଷକ ନଳ ଅଛି ପଶୁଙ୍କ ଦେହରୁ ରକ୍ତ ଶୋଷି ଏମାନଙ୍କ ଦେହ ରକ୍ତରେ ଫୁଲିଯାଏ ଏବଂ ଗୋଡ଼ଯାକ ଅତି ସାନ ଦେଖାଯାଏ ଟିଙ୍କ ଅନେକ ପ୍ରକାର ଦେଖାଯାଆନ୍ତି; ଯଥା—1. ଘାଗୁଡ଼ିଆ=ବଡ଼ ଓ ଚେପ୍ଟା,2. ପଥୁରିଆ=ପଥର ପରି ଟାଣୁଆ, ଖୁବ୍ ପତଳା ଓ ଚେପ୍ଟା,3. ଜଉଟିଙ୍କ=କଳାଜିରା ପରି ସାନ, ମେଞ୍ଚା ମେଞ୍ଚା ହୋଇ ପଶୁଙ୍କ ଦେହରେ ଲାଗନ୍ତି,4. ମଣ୍ଡାଟିଙ୍କ=ବଡ଼ ଓ ନରମା5. ପୁଡ଼ାଟିଙ୍କ=ଏମାନେ ସରୁ ସରୁ]