ଟିଙ୍କ୍ଚର୍ Ṭiṅk-char

  • ବୈଦେ. ବି. (ଇଂ) — ସୁରାରେ ଦ୍ରବୀଭୂତ ଡାକ୍ତରୀ ଔଷଧ ବିଶେଷ; ଅରିଷ୍ଟ; ଅରକ — Tincture
  • ବୈଦେ. ବି. (ଇଂ) — [ଦ୍ର—ଯେଉଁ ଯେଉଁ ପଦାର୍ଥ ସୁରାରେ ମିଶିଥାଏ ସେହି ପଦାର୍ଥର ବୈଦେଶିକ ନାମ ଅନୁସାରେ ଟିଙ୍କ୍ଚର୍ର ନାମ ହୁଏ, ଯଥା ଟିଙ୍କଚର୍ ଓପିଆଇ=ଅଫିମ ଅରକ।]