ଟିକ୍ଟିକ୍ Ṭik-ṭik

  • ଦେ. ବି — (ଟିକ୍ଟିକ୍ ଶବ୍ଦ କରିବା ଯୋଗୁଁ; ସଂ. ଟଟ୍ଟନୀ)— ଝିଟିପିଟି; ପଲ୍ଲି; ଗୃହଗୋଧିକା — The house-lizard; the house gecko; Hemidactylus
  • ଦେ. ବି — (ସଂ. ସ୍ତୋକ) ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — 1. Particles; tiny bits
  • ଦେ. ବି — ଶାଖାଶ୍ରୟୀ ପକ୍ଷିବିଶେଷ — Reed warbler (a sweet singing bird); Acrocephalus Calamoherpe
  • ଦେ. ବି — ମୃଦୁ ନାଦେ ରଟେ ଟିକଟିକ ବିହଙ୍ଗ ଜାଙ୍ଗଳବାସୀ— ରାଧାନାଥ. ଭବଂଶୀ।
  • ଦେ. ବି — [ଦ୍ର—ଏହା ପ୍ରାୟ 8 ଆଙ୍ଗୁଳ ଲମ୍ବ ହୁଏ। ଏହାର ଦେହ ଈଷତ୍ ହଳଦିଆ। ଏହା କୀଟ ପତଙ୍ଗ ଆଦି ଖାଏ। ଏହାର ଗାନ ମଧୁର।] — [ଦ୍ର—ଏହା ପ୍ରାୟ8ଆଙ୍ଗୁଳ ଲମ୍ବ ହୁଏ ଏହାର ଦେହ ଈଷତ୍ ହଳଦିଆ ଏହା କୀଟ ପତଙ୍ଗ ଆଦି ଖାଏ ଏହାର ଗାନ ମଧୁର]
  • ବୈଦେ. ବି. (ଇଂ. ଡିଟେକ୍ଟିଭ୍) — ଚୋରା ପୁଲିସ୍; ଗୁପ୍ତ ଚର — Detective; detective police
  • ଦେ. ବିଣ — କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ — Divided in to tiny bits
  • ଦେ. ବିଣ — (ଯଥା— ଟିକ୍ଟିକ୍ କାଗଜତକ ପବନରେ ଉଡ଼ିଗଲା।)
  • ଦେ. ଅ. (ଧ୍ୱନ୍ୟନୁକରଣ) — ୱାଚ୍ ଓ ଘଡ଼ିର ଠକଠକ ବାଜିବା ଶବ୍ଦ — The ticking sound of a clock or watch