ଟିକି ପିଲା Ṭiki pilā

  • ଦେ. ବି — ଅତି ଛୋଟ ପିଲା; ଶିଶୁ — Child; infant
  • ଦେ. ବି — କି ବିଚିତ୍ର କଲେ ନନ୍ଦନନ୍ଦନ ଟିକିପିଲାଟି—ପ୍ରାଚୀନ ଭଜନ ।
  • ଦେ. ବି — [ଦ୍ର—ଏହିପରି ଟିକି ଚଢ଼େଇ, ଟିକି ବାଛୁରୀ, ଟିକି ଛୁଆ ଆଦି ମଧ୍ୟ ହୁଏ।]