ଟିକି ଜୀବନ Ṭiki-jībana
- ଦେ. ବି. (ସଂ. ସ୍ତୋକ+ଜୀବନ) — କ୍ଷୁଦ୍ର ଜୀବନ; ଯାହାର ଜୀବନ ଅଳ୍ପକେ ବାହାରିଯାଏ; ସୁକୁମାରିଆ — Very tender or delicate life; frail life
- ଦେ. ବି. (ସଂ. ସ୍ତୋକ+ଜୀବନ) — ହେୟ ଜୀବନ — Despicable or mean-life
- ଦେ. ବି. (ସଂ. ସ୍ତୋକ+ଜୀବନ) — ଭୀରୁତା — Timidity; cowardice
- ଦେ. ବିଣ — ଟିକିଜୀବନିଆଁ (ଦେଖ) — Ṭiki-jībaniāñ