ଟିକା ଦେବା Ṭikā debā

  • ଦେ. କ୍ରି — କୌଣସି ବ୍ଯକ୍ତିର ଦେହରେ ବସନ୍ତ ରୋଗ ନିବାରକ ବୀଜ ପ୍ରବେଶ କରାଇବା — To vaccinate; to inoculate
  • ଦେ. କ୍ରି — କୌଣସି ବ୍ଯକ୍ତିର କପାଳରେ ଚିତା ବା ଟୋପା ଦେବା — To paint a circular mark on the forehead of a person