ଟିକଟ କାଟିବା Ṭkaṭa kāṭibā

  • ଦେ. କ୍ରି — ମୂଲ୍ୟ ନେଇ ଯାତ୍ରୀମାନଙ୍କୁ ରେଲ— ଗାଡ଼ିର ଟିକଟ ଦେବା — To issue tickets
  • ଦେ. କ୍ରି — ଟିକଟ କରିବା; ଟିକଟ କିଣିବା — To purchase tickets on payment of the fare