ଟାହି ମାରିବା, ଟାହୁଲି ମାରିବା

  • ଦେ. କ୍ରି — ଟାପରା କରିବା; ଥଟ୍ଟାରେ ପଦେଅଧେ କଥା କହିବା।
  • ଦେ. କ୍ରି — ବ୍ୟଙ୍ଗ ବିଦ୍ରୂପ କରିବା।