ଟାଳ ଦେବା Ṭāḻa debā

  • ଦେ. କ୍ରି — କୌଣସି କଥା ଅନ୍ଯ ବ୍ଯକ୍ତି ଉପରେ ନିର୍ଭର କରୁଛି ବୋଲି କହିବା — To evade; to refer to some matter as depending upon a 3rd person
  • ଦେ. କ୍ରି — ନିଜର ଦାୟିତ୍ୱକୁ ଅନ୍ଯ ଉପରେ ପକାଇବା; ଆପଣାଠାରୁ ଛୁତିଛଡ଼ାଇବା — To dodge; to shuffle; to shirk one's responsibility
  • ଦେ. କ୍ରି — ନାନା ଛଳନାରେ କାଳକ୍ଷେପଣ କରିବା; ଦମଦିଲାସା ଦେବା — To put off from time to time on various pretexts; to temporize