ଟାପରେଇବା Ṭāpareibā

  • ଦେ. କ୍ରି — ଟାପରା କରିବା; ଥଟ୍ଟା ଖେଳିବା — To play jokes
  • ଦେ. କ୍ରି — ଖୁରସାଇବା (ଦେଖ) — Khurasāibā (See)
  • ଦେ. କ୍ରି — ଖୁପୁରାଇବା; ଅନ୍ୟର ଦେହରେ ଆଙ୍ଗୁଠି ଆଦି ଗେଞ୍ଜିବା — To poke at another with the fingers
  • ଦେ. କ୍ରି — ବଳଦଙ୍କ ଦେହରେ ହାତମାରି ଓ ମୁହଁରେ ଟାକରା ଫୁଟାଇ ଗାଡ଼ିକୁ ଚଞ୍ଚଳ ଗତିରେ ଚଳାଇବା — To drive (a cart) quickly by patting the bullocks
  • ଦେ. କ୍ରି — (ଯଥା—ମୁଁ ଟାପରେଇ କରି ନେଲେ ଏ ଗାଡ଼ିକୁ 2 ଘଣ୍ଟାରେ ଆଠଗଡ଼ରୁ କଟକରେ ପହଞ୍ଚାଇ ଦେବି।) — (ଯଥା—ମୁଁ ଟାପରେଇ କରି ନେଲେ ଏ ଗାଡ଼ିକୁ2ଘଣ୍ଟାରେ ଆଠଗଡ଼ରୁ କଟକରେ ପହଞ୍ଚାଇ ଦେବି)