ଟାପରା କରିବା Ṭāparā karibā

  • ଦେ. କ୍ରି — ଥଟ୍ଟା ଖେଳିବା; ପରିହାସ କରିବା — To play or cut jokes; to jest
  • ଦେ. କ୍ରି — [ଦ୍ର—ଆମ୍ଭମାନଙ୍କ ସମାଜରେ ଅଜା ନାତି, ଅଜା ନାତୁଣୀ, ଦିଅର ଭାଉଜ, ଶଳା ଭିଣୋଇ, ଭିଣୋଇ ଶାଳୀ, ଆଈ ନାତି ଓ ଭିଣୋଇ ଶଳାଭାଉଜ ପରସ୍ପର ସଙ୍ଗେ ଟାପରା କରି ପାରନ୍ତି।]